Couplets
Some of my random and spontaneous couplets
-
ନାମ ଏକା ସାର ନାମ କୁ ହିଁ ଧର, ଜଗତେ ନାମ ଟି ବଡ, ସେ ନାମ ଧରିଣ କେତେ ତରିଗଲେ, ଆସିଛି ଏବେ ତୋ ବେଳ। Name is the essence, name alone is great, To that name you adhere, Taking that name many got redeemed, now it is your turn.
-
ଦୁଃଖ ସବୁ ମୋର ଦେବି ପାସୋରାଇ, ଏକ ସୁଖ ଆଗେ ସବୁ କିଂକର ଲାଗଇ, ସେହି ସୁଖ ଆଶା ତୋ ପାଦ ଭରଷା, ଜନମେ ଜନମେ ତୋର ସେବା ପାଇଁ।
-
ଭକତ ଉଦ୍ଧାର କାମ ଏକା ମୋର, ଆଉ କିଛି କାମ ନାହିଁ, ଭକତ ପାଇଁକି ଧରେ କଳେବର, ଦଶ ଅବତାର ହୋଇ।